Blog

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ନବୀନଙ୍କ ଉଦବେଗ

ଅଶାନ୍ତ ରାଜ୍ୟ ରାଜଧାନୀ, ଖୁଲମଖୋଲା ବଢ଼ୁଛି ଆତଙ୍କରାଜ। କିଏ ଦେବ ଲୋକଙ୍କୁ ସୁରକ୍ଷା ବୋଲି  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।  ଗୋଟିଏ ଦିନରେ…

ଆଇସିୟୁରେ ପୁଣି ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର

ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଛି । ସେ କୋମାରେ ଥିବା ବେଳେ ଗତ ୨୪ ଘଣ୍ଟା ହେବ…

ଟ୍ରମ୍ପଙ୍କ ୧୦୦ ପ୍ରତିଶତ ଟାରିଫକୁ ନେଇ ଉତକ୍ଷିପ୍ତ ଚୀନ୍‌, କହିଲା- ‘ଆମେ କାହାକୁ ଭୟ କରୁନୁ’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ଅତିରିକ୍ତ ୧୦୦ ପ୍ରତିଶତ ଟାରିଫ ଲଗାଇବା ପରେ ଆକ୍ସନ ମୁଡ୍‌ରେ ଡ୍ରାଗନ । ବିରଳ ଖଣିଜ ପଦାର୍ଥ ଏବଂ…

ବିହାର ବିଧାନସଭା ନିର୍ବାଚନ ପାଇଁ NDAର ଆସନ ଭାଗବଣ୍ଟା ଚୂଡାନ୍ତ, ଜାଣନ୍ତୁ କାହାକୁ କେତେ

 ବିହାର ବିଧାନସଭା ନିର୍ବାଚନ ପାଇଁ ସରିଲା NDAର ଆସନ ଭାଗବଣ୍ଟା । ବିଜେପି ଏବଂ JDU ପ୍ରତ୍ୟେକ ୧୦୧ ଆସନରେ ଲଢ଼ିବେ, ଯେତେବେଳେ ଚିରାଗ ପାସୱାନଙ୍କ ଦଳକୁ…

ଭାରତ ପାଲଟିଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା; ଛଅ ଗୁଣ ବୃଦ୍ଧି ପାଇଲା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ

ଗତ ଦଶନ୍ଧି ମଧ୍ୟରେ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଫୋନ୍ ନିର୍ମାଣ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ୨୦୧୪-୧୫ରେ  ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ମାତ୍ର ୧.୯ ଲକ୍ଷ କୋଟି…

ଇରାନର ଶକ୍ତି ବାଣିଜ୍ୟ ଉପରେ ଆମେରିକାର କଡା କାର୍ଯ୍ୟାନୁଷ୍ଟାନ; ଆଠ ଭାରତୀୟଙ୍କ ଉପରେ ଲାଗିଲା ପ୍ରତିବନ୍ଧକ

ଇରାନର ଶକ୍ତି ବାଣିଜ୍ୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ଆମେରିକା ଇରାନର ତୈଳ ବାଣିଜ୍ୟ ସହ ଜଡିତ ୫୦ରୁ ଅଧିକ ବ୍ୟକ୍ତି ଏବଂ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି।…

ପଦ୍ମ ଧରିଲେ ଜୟ ଢୋଲକିଆ

ନୂଆପଡ଼ା ରାଜନୀତିରେ ଜୟ ଟ୍ଵିଷ୍ଟ। ବିଜେଡି ପ୍ରାର୍ଥୀଙ୍କୁ ହାଇଜ୍ୟାକ୍। ପଦ୍ମ ଧରିଲେ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ନାମାଙ୍କନ ଆରମ୍ଭର ଗୋଟିଏ ଦିନ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡିଶା ସରକାର, ଚଞ୍ଚଲ ରାଣାଙ୍କୁ ଅତିରିକ୍ତ ଦାୟିତ୍ବ

ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନ୍‌. ଥିରୁମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି। ମାନସୀ ନିମ୍ଭାଲ…

ଭୁବନେଶ୍ୱରରେ ଆଉ ଏକ ଟାଉନ ପ୍ଲାନିଂ ଯୋଜନାକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରର ଯୋଜନାବଦ୍ଧ ସହରୀ ବିକାଶ ପାଇଁ ଟାଉନ ପ୍ଲାନିଂ (ଟିପି) ଯୋଜନା-୮ର ଖସଡ଼ା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏନେଇ ଏକ ବିଧିବଧ ବିଜ୍ଞପ୍ତି…

‘ଶାନ୍ତି ଉପରେ ରାଜନୀତିକୁ ଗୁରୁତ୍ୱ’: ଟ୍ରମ୍ପଙ୍କୁ ଅଣଦେଖା କଲା ନୋବେଲ କମିଟି, ଅସନ୍ତୋଷ ପ୍ରକାଶ କଲା ହ୍ୱାଇଟ ହାଉସ

ନୋବେଲ ଶାନ୍ତି ପୁରସ୍କାର ୨୦୨୫ ଭେନେଜୁଏଲାର ମୁଖ୍ୟ ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯାଇଛି, ଯାହାକୁ ନେଇ ହ୍ୱାଇଟ ହାଉସ ନୋବେଲ କମିଟିଙ୍କୁ ତୀବ୍ର…

ଜେନେରିକ୍ ଔଷଧ ଉପରେ ଲାଗିବନି ଟାରିଫ୍

ଔଷଧ ଉପରେ ଟାରିଫ (ଶୁଳ୍କ) ଲଗାଯିବାକୁ ନେଇ ଟ୍ରମ୍ପ ପ୍ରଶାସନ ନିଜ ଆଭିମୁଖ୍ୟ କିଛିଟା ନରମ କରିଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜେନେରିକ୍ ଔଷଧ…

ସବୁ ଜିଲ୍ଲାରେ ପହଞ୍ଚିଛି ୫ଜି: ମୋଦୀ

ଏକଦା ୨ଜି ମୋବାଇଲ୍‌ ସେବା ପାଇବାକୁ ସଂଘର୍ଷ କରୁଥିବା ଭାରତର ପ୍ରତିଟି ଜିଲ୍ଲାରେ ୫ଜି ପହଞ୍ଚିପାରିଛି। ଭାରତରେ ଏବେ ୧ଜିବି ଡାଟାର ଦାମ୍ ଚା’ କପ୍‌ ଦରଠାରୁ…