Blog

କାର ରଖି ହୋଟେଲକୁ ଖାଇବାକୁ ଯାଇଥିଲେ,  କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା

କାର ରଖି ହୋଟେଲକୁ ଖାଇବାକୁ ଯାଇଥିଲେ,  କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା।  ବରଗଡ଼ ଗାନ୍ଧି ଛକରେ ଏକ ହୋଟେଲ ସାମ୍ନାରେ ଏହି ଘଟଣା…

ଭୁବନେଶ୍ୱର, ରାଞ୍ଚି ଓ ଚେନ୍ନାଇରେ ହକି ଇଣ୍ଡିଆ ଲିଗ୍‌, ଜାନୁଆରୀ ୩ରୁ ଆରମ୍ଭ ହେବ ମୁକାବିଲା

ଆସନ୍ତା ଜାନୁଆରୀ ମାସରେ କଳିଙ୍ଗ  ଷ୍ଟାଡିୟମକୁ ଫେରିବ ପୁରୁଷ ହକି ଇଣ୍ଡିଆ  ଲିଗ୍‌ (ଏଚଆଇଏଲ) । ୨୦୨୬ ସଂସ୍କରଣ  ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ । …

୧୮ ବର୍ଷ ପରେ ଏକାଠି ନଜର ଆସିବେ ‘ପାର୍ଟନର୍’ ଯୋଡ଼ି, ଏହି ପ୍ରୋଜେକ୍ଟରେ ଆସିବେ ନଜର

ଗୋବିନ୍ଦା ଏବଂ ସଲମାନ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର। ପ୍ରାୟ ଦୁଇ ଦଶନ୍ଧି ପରେ ଏହି ଦୁଇ ଷ୍ଟାର ପୁଣିଥରେ ପରଦାରେ ଏକାଠି ହେବାକୁ…

ବିହାର ବିଧାନସଭା ନିର୍ବାଚନ: ଆଜି ନିର୍ବାଚନୀ ଇସ୍ତାହାର ଜାରି କରିବ ମହାମେଣ୍ଟ,୨୯ରେ ରାହୁଲ-ତେଜସ୍ୱୀଙ୍କ ମିଳିତ ରାଲି

ବିହାର  ବିଧାନସଭା ନିର୍ବାଚନ ଲାଗି ଏନ୍‌ଡିଏ ଏବଂ  ମହାମେଣ୍ଟ ପ୍ରଚାରରେ ଲାଗିଛନ୍ତି । ଛଟ୍‌ ପୂଜା  ଶେଷ ହେବା ପରେ ପ୍ରଚାର  ଆହୁରି ଜୋରଦାର ହେବ ।…

ଅଷ୍ଟ୍ରେଲିଆ ପରେ, ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ ଟିମ୍ ଇଣ୍ଡିଆ; କେବେ ଏବଂ କେଉଁଠି ଖେଳାଯିବ ମ୍ୟାଚ୍ ?

ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଭାରତ ୨-୧ରେ ଦିନିକିଆ ସିରିଜ୍ ହାରିଛି। ଟିମ୍ ଇଣ୍ଡିଆକୁ ଏବେ ପାଞ୍ଚ ମ୍ୟାଚ୍…

ବେକରେ ରଶି ଲଗାଇ ଝୁଲିପଡ଼ିଲେ ୨୫ ବର୍ଷୀୟ ଅଭିନେତା, କାରଣ ଅସ୍ପଷ୍ଟ

 ସିନେମା ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି। ନେଟଫ୍ଲିକ୍ସର ଲୋକପ୍ରିୟ ୱେବ୍ ସିରିଜ୍ ‘ଜମତାରା 2’ରେ ଅଭିନୟ କରିଥିବା ମରାଠୀ ଅଭିନେତା ସଚିନ ଚାନ୍ଦୱାଡେ ଆତ୍ମହତ୍ୟା…

ସଫଳ ହୋଇପାରୁନି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଚୁକ୍ତି; ନିଜ ଜିଦରେ ଅଟଳ ଉଭୟ ଦେଶ

ରବିବାର ତୁର୍କୀର ସର୍ବବୃହତ ସହର ଇସ୍ତାନବୁଲରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ଆଗକୁ ବଢିପାରିନାହିଁ। ଆଫଗାନ ତାଲିବାନ ପ୍ରତିନିଧି ଦଳ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)…

ଗିଲ୍ ଓ ଗମ୍ଭୀରଙ୍କୁ ନେଇ ଭବିଷ୍ୟବାଣୀ କଲେ ଡେଭିଡ ଓ୍ବର୍ନର , ପୋଷ୍ଟ ଭାଇରାଲ

ଅଷ୍ଟ୍ରେଲିଆ ଓ୍ବନଡେ ସିରିଜରେ ଭାରତକୁ ୨-୧ରେ ହରାଇଛି । ପ୍ରଥମ ଦୁଇ ମ୍ୟାଚ୍ କଙ୍ଗାରୁ ଟିମ୍ ଜିତିଥିଲା । ଯାହାକି ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ଭାରତ…

ନୂଆପଡ଼ା ଉପନିର୍ବାଚନ ପାଇଁ ୩୫୦ ବୁଥ୍, ୬ ପିଙ୍କ ବୁଥ୍‌ ପରିଚାଳନା କରିବେ ମହିଳା

ନୂଆପଡ଼ା ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍‌.ଏସ୍‌.  ଗୋପାଳନ୍‌ । ସିଇଓ ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ  କରି ତିନିଟି…

ପରଦାରେ ଦର୍ଶକଙ୍କ ମନ ଜିତୁଛି ଆୟୁଷ୍ମାନ-ରଶ୍ମିକାଙ୍କ ଫିଲ୍ମ ‘ଥାମା’,୫ ଦିନରେ କମାଇଲା ଏତିକି କୋଟି

ବଲିଉଡ ଜଗତରେ ଦୀର୍ଘ ସମୟ ଧରି ଫ୍ୟାନ୍ସମାନଙ୍କୁ ମନୋରଞ୍ଜନ କରି ଆସୁଥିବା ଆୟୁଷ୍ମାନ ଖୁରାନ୍ନାଙ୍କ କ୍ୟାରିଅରରେ କେବେବି ୨୦୦ କୋଟିର ଫିଲ୍ମ ମିଳିନି। କିନ୍ତୁ ଚଳିତଥର ଅଭିନେତାଙ୍କ…

ୟୁରୋପୀୟ ଦେଶଙ୍କୁ ମାଫ୍, ଭାରତ ଉପରେ କାହିଁକି ରୋକ୍ ? ଭରା ସଭାରେ ଜର୍ମାନୀ ଓ ୟୁକେର ମୁହଁ ବନ୍ଦ କରିଦେଲେ ପୀୟୁଷ ଗୋୟଲ

ଋଷ ଠାରୁ ତେଲ କିଣିବା ନେଇ ବର୍ଲିନ ଗ୍ଲୋବାଲ ଡାଇଲଗ୍ ସମ୍ମିଳନୀରେ ୟୁରୋପୀୟ ଦେଶଗୁଡ଼ିକ ଉପରେ ବର୍ଷିଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ। ଭରା ସଭାରେ…

ଶୀଘ୍ର ତୁଟିବ ଟାଟା ଗ୍ରୁପ୍‌ ବିବାଦ, ବୋର୍ଡରେ ବେଣୁ ଶ୍ରୀନିବାସନଙ୍କୁ ନିଯୁକ୍ତି ପରେ ବଢ଼ିଲା ଆଶା

 ଟାଟା ଟ୍ରଷ୍ଟ ଟ୍ରଷ୍ଟିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ତୁଟିବାକୁ ଯାଉଛି । କାର୍ଯ୍ୟଧାରାରେ ସ୍ୱଚ୍ଛତା ଏବଂ ସୂଚନା ଶେୟାର ଭଳି ପ୍ରସଙ୍ଗରେ ମତମେଦ ରହିଥିଲା। ଏବେ ବୋର୍ଡରେ…