ଶନିବାରରେ ପ୍ରସନ୍ନ କରନ୍ତୁ ଶନିଦେବଙ୍କୁ


January 5, 2019

ଯଦି ଶନି ଦେବଙ୍କ କୋପ ଦୃଷ୍ଟି ପଡେ ତାହାଲେ ସମସ୍ତ କାର୍ଯ୍ୟ ବିଗିଡି ଯାଇଥାଏ | ତେବେ ଏହି କୋପ ଦୃଷ୍ଟିରୁ ଠାରୁ କେମିତି ଦୂରେଇବେ ତାହାର ଉପାୟ ଜାଣନ୍ତୁ…

ବ୍ରାହ୍ମଣ ଓ ଭିକାରୀଙ୍କୁ ଛତା ଦାନ କରନ୍ତୁ |

କଳା ରାଶି ଓ ତେଲ ଗରିବଙ୍କୁ ଦାନ କରନ୍ତୁ |

ପ୍ରତ୍ୟକ ଦିନ ରୁଟି ବନେଇ ସାରିବା ପରେ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ |

ଶନିବାର ଦିନ ପାଣିରେ କଳା ସୋରିଷ ପକାଇ ସ୍ନାନ କରନ୍ତୁ |

ଶନିବାର ଆମିଷ ଠାରୁ ଦୁରେଇ ରୁହନ୍ତୁ |

ଶନି ବ୍ରତ କରନ୍ତୁ ଏବଂ ଗରିବଙ୍କୁ ଅର୍ଣ୍ଣ ଦାନ କରନ୍ତୁ |

Leave a Reply

Your email address will not be published. Required fields are marked *

WP Facebook Auto Publish Powered By : XYZScripts.com