ଆସୁଛି ବାତ୍ୟା ପାବୁକ, ପ୍ରଭାବିତ ହେବ ଓଡ଼ିଶାର ଏହି ସାତୋଟି ଜିଲ୍ଲା


January 3, 2019

ପାଣିପାଗ ବିଭାଗର ସୂଚନା ଅନୁଯାଇ ତିତିଲି ଓ ପେଥାଇ ପରେ ପାବୁକ ମାଡିଆସୁଛି ଏବଂ ଏହା ଆଣ୍ଡାମାନ ର ପୋର୍ଟବ୍ଲେୟାର ଠାରୁ ପ୍ରାୟ ୧୩୦୦ କିଲୋମିଟର ଦୂରରେ ରହିଛି |ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି | ଆକଳନ ଅନୁଯାଇ ଏହା ଜାନୁୟାରୀ ୫ ଅପରାହ୍ନ ବେଳକୁ ଉପକୂଳ ଛୁଇଁବା ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି | ଏହାପରେ ଉତ୍ତର ପଶ୍ଚିମ ଦିଗକୁ ଗତିକରି ପାବୁକ ଆଣ୍ଡାମାନ ଛୁଇଁବ | ଜାନୁୟାରୀ ୬ ରେ ଏହା ମିଆଁମାର ଆଡକୁ ଗତି କରିବା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା |
ଏହା ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଗଂଜାମ ଓ ଖୋର୍ଦ୍ଧା ଜିଲାପାଳ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି | ଓଡ଼ିଶାରେ ଏହାର ପ୍ରଭାବ କିପରି ରହିବା ଜଣ ପଡିନଥିଲେ ମଧ୍ୟ ଏହି ସମୟରେ ସମୁଦ୍ର ଆସନ୍ତା ରହିବା ସ୍ୱାଭାବିକ |

Leave a Reply

Your email address will not be published. Required fields are marked *

WP Facebook Auto Publish Powered By : XYZScripts.com