ପଡୋଶୀ ଭାବୁଥିଲେ ସ୍ୱାମୀ ସ୍ତ୍ରୀ କିନ୍ତୁ ମୃତ୍ୟୁ ପରେ ଜଣାପଡିଲା ସତ୍ୟତା


January 2, 2019

 

ମାମଲାଟି ହେଉଛି ଝାରଖଣ୍ଡର | ଏମିତି ମାମଲା ବହୁତ କମ ଦେଖିବାକୁ ମିଳିଥାଏ | ଦୁଇ ଝିଅ ଭଡା ଘରେ ଏକତ୍ର ରହୁଥିଲେ କିନ୍ତୁ ପଡୋଶୀ ଏହି ଦୁହିଁଙ୍କୁ ସ୍ୱାମୀ ସ୍ତ୍ରୀ ବୋଲି ଭାବୁଥିଲେ କାରଣ ଏଥିରୁ ଜଣେ ଝିଅ ସବୁବେଳେ ସୁଟ ଆଉ ସାର୍ଟ ପିନ୍ଧୁଥିଲା |
କିନ୍ତୁ ୨୭ ଡ଼ିସେମ୍ବର ଦିନ ସେ ଦୁହିଁଙ୍କର ମୃତ୍ୟୁ ପରେ ଏପରି ସତ୍ୟତା ସାମ୍ନାକୁ ଆସିଲା ପଡୋଶୀ ମାନେ ଶୁଣି ଚମକି ପଡିଲେ |

ଦୁହେଁ ସ୍ୱାମୀ ସ୍ତ୍ରୀ ପରି ରହୁଥିଲେ | ୨୭ ଡ଼ିସେମ୍ବର ଦିନ ମୃତୁ ପରେ ଯେବେ ଘର ଲୋକ ଆସିପହଁଚିଲେ ସେତେବେଳେ ପଡୋଶୀ ମାନେ ସତ୍ୟତା ଜାଣିଲେ ଯେ ଏ ଦୁହେଁ ପରସ୍ପରକୁ ଭଲ ପାଉଥିଲେ | ଘର ଲୋକଙ୍କ ବିରୋଧ ଯୋଗୁଁ ଦୁହେଁ ଓଡିଶା ଛାଡି ଜାମସେଦପୁର ଚାଲିଯାଇଥିଲେ | ବଡ ଝିଅଟି ପୁଅ ପରି ସୁଟ ଆଉ ସାର୍ଟ ପିନ୍ଧି ରହୁଥିଲା ଯାହାଫଳରେ କାହାକୁ ସନ୍ଦେହ ହେବନାହିଁ | ଘର ଲୋକ ଫୋନେ କରୁଥିଲେ କିନ୍ତୁ ଏମାନଙ୍କର ଫୋନେ ଉଠୁନଥିଲା | ୨୭ ଡ଼ିସେମ୍ବର କୁ ଯେତେବେଳେ ତାଙ୍କର ଘର ଲୋକ ରୁମ ରେ ଆସି ପହଁଚିଲେ ଜଣାପଡିଲା ଯେ ଦୁଇଜଣ ବେକରେ ରାଶି ଲଗାଇ ଆତ୍ମହତ୍ୟା କରି ନେଇଛନ୍ତି |

Leave a Reply

Your email address will not be published. Required fields are marked *

WP Facebook Auto Publish Powered By : XYZScripts.com