ବଦହଜମି ପାଇଁ ଏହି ପାଞ୍ଚୋଟି ଜଡ଼ିବୁଟୀ ଲାଭଦାୟକ ଅଟେ


December 31, 2018

ବ୍ୟସ୍ତବହୁଳ ଜୀବନ ଭିତରେ ଠିକ ସମୟରେ ନଖାଇବା, ନଶୋଇବା, ସ୍ୱାସ୍ଥ୍ୟର ଯତ୍ନ ନନେବା ପାଇଁ ବଦହଜମି ବଢି ଚାଲିଛି | ଖାଇବାର ଖରାପ ଅଭ୍ୟାସ ଯେପରି ବହୁତ ଅଧିକ କିମ୍ବା ବହୁତ କାମ ଖାଇବା ଏବଂ ଖାଇବାପାଇଁ ସମୟ ନଦେବା ପଚାନା ତନ୍ତ୍ରକୁ କ୍ଷତି କରିଥାଏ | ଧୂମପାନ ଏବଂ ମଦ୍ୟପାନ ମଧ୍ୟ ଏକ କାରଣ ଯାହା ସ୍ୱାସ୍ଥ୍ୟ ସମସ୍ୟାକୁ ବଢ଼ାଇ ଚାଲିଛି | ଯାହାଫଳରେ ବଦହଜମି ଏକ ସାଧାରଣ ରୋଗରେ ପରିଣତ ହେଇଗଲାଣି |
ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପାଞ୍ଚୋଟି ଜଡିବୁଟି ଲାଭଦାୟକ

 

୧. ଅଦା

ପ୍ରୟାତଃ ପ୍ରତ୍ୟକ ଭାରତୀୟ ରୋଷେଇରେ ଏହା ଦେଖିବାକୁ ମିଳିଥାଏ | ଏହା ବଦହଜମି ପାଇଁ ବହୁତ ଭଲ ଔଷଧି ଏବଂ ପଚାନା ପ୍ରକ୍ରିୟାରେ ସୁଧାର ଆଣିବା ଓ ଏନଯାଇମ ବୃଦ୍ଧି କରିବାରେ ଏହା ସହାୟକ |

୨. ଗୋଲମରିଚ

ଏଥିରେ ପାଇପରିନ ନାମକ ପଦାର୍ଥ ଥାଏ ଯିଏ ପୋଷାକ ତତ୍ତ୍ୱରେ ସୁଧାର ଆଣିଥାଏ | ଗୋଲମରିଚ ପିତା, ଅମ୍ଳ କ୍ଷରଣରେ ସୁଧାର ଆଣିଥାଏ ଏଥିସହ ଗ୍ୟାସ ସମସ୍ୟାକୁ ଦୂରେଇଦିଏ |

୩. ତ୍ରିଫଳା

ଏହା ତିନୋଟି ଫଳର ମିଶ୍ରଣ- ଅଁଳା, ହରିଡ଼ା, ବାହାଡା | ତ୍ରିଫଳା ସ୍ଵାଥ୍ୟ ଲବ୍ଧପ୍ରଡକରି ଅଟେ, ଏହା ପାଚନ ତନ୍ତ୍ରରେ ଗ୍ୟାସ ସୃଷ୍ଟି ହେବାକୁ ଦେଇନଥାଏ | ତ୍ରିଫଳା ବଦହଜମୀକୁ ଠିକ କରିବାରେ ସହାୟକ ହେଇଥାଏ |

୪. ପାନମଧୁରୀ

ମୁଖ୍ୟତଃ ଏହାକୁ ମଉଥ ଫ୍ରେସନର ବ୍ୟବହାର କରାଯାଏ । ପାନମଧୁରୀ ରେ ପାଚନ କ୍ଷମତା ଔଷଧ ରେ ଭରପୁର । ଏଥିରେ ଆଣ୍ଟିସପାସ୍ମୋଡିକ ଏଜେଣ୍ଟ ରହିଥାଏ ଯାହା ପାକସ୍ଥଳୀ ର ମାଂସପେୀମାନଙ୍କୁ ଶକ୍ତ କରିଥାଏ ।

୫. ଚୂନ

ଚୂନ ପାଚନ ତନ୍ତ୍ରକୁ ସୁଧାରିବା ସହ ଏହାର କ୍ଷମତା ବଢାଇଥାଏ |

Leave a Reply

Your email address will not be published. Required fields are marked *

WP Facebook Auto Publish Powered By : XYZScripts.com