ଆଠଗଡ଼ ପୂଜା କମିଟୀ ଫୋଟୋ


November 3, 2018

ଆଠଗଡ଼ ବ୍ଲକ ଅନ୍ତର୍ଗତ ରାହାସ ପଡିଆରେ ସାର୍ବଜନୁନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଧୁମଧାମରେ ପାଳିତ ହୋଇଥିଲା ମା ଦଶଭୂଜାଙ୍କର ଭସାଣୀ ଯାତ୍ରା । କମିଟିର ସଦସ୍ୟ ଗଣ ଏବଂ ଗ୍ରାମବାସୀ ଉକ୍ତ ଭସାଣୀ ଯାତ୍ରାରେ ସାମିଲ ହୋଇ ମାଙ୍କର ମୃଣମୟୀ ପ୍ରତିମା ସାଙ୍ଗରେ ବାଦ୍ୟ ବାଜଣା ବଜାଇ ନଗର ପରିକ୍ରମା କରିବାପରେ ଗ୍ରାମର ଗାଡିଆରେ ମା ଦଶଭୂଜାଙ୍କର ମୃଣମୟୀ ପ୍ରତିମାକୁ ବିସର୍ଜୀତ କରିଥିଲେ ।

Leave a Reply

Your email address will not be published. Required fields are marked *

WP Facebook Auto Publish Powered By : XYZScripts.com